Today Panchang 11th Dec 2022: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ କେଉଁ ମୁହୂର୍ତ୍ତ ହେବ ଶୁଭ...

ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ରବିବାର । ଜାଣନ୍ତୁ, ଆଜି କେଉଁ ସମୟରେ ଶୁଭ କାମ ଆରମ୍ଭ କଲେ ଶୁଭ ଫଳ ପ୍ରାପ୍ତି ହୋଇପାରେ ।

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ରବିବାର ଚନ୍ଦ୍ର – ମିଥୁନ ଦିବା ୦୧.୫୧ କର୍କଟ ତିଥି- ୩ୟା ଦିବା ୦୪.୧୫ ଗତେ ୪ର୍ଥୀ ଘାତ ଚନ୍ଦ୍ର- କନ୍ୟା ଦିବା ୦୧.୫୧ ପର୍ଯ୍ୟନ୍ତ ଘାତ ବାର - ମେଷ ପୁଷ୍କର ଦୋଷ – ୨ପାଦ - କୃଷି ଓ ବଂଶହାନି – ଭୂମି ଓ ତିଳକାଞନ ଦାନ ରାତ୍ରି ୦୮.୩୬ ଗତେ ୧ପାଦ 

ଶୁଭ ସମୟ:

ପ୍ରାତଃ ୦୬.୫୮ ରୁ ୦୯.୦୮

ଦିବା ୦୧.୦୦ ରୁ ୦୨.୫୪

ଦିବା ୦୩.୩୮ ରୁ ୦୩.୪୩

ରାତ୍ରି ୦୭.୪୨ ରୁ ୦୯.୨୮

ରାତ୍ରି ୧୨.୦୬ ରୁ ୦୧.୧୮

ଅଶୁଭ ସମୟ:

ଋାହୁକାଳ - ଦିବା ୦୩.୪୩ ରୁ ୦୫.୦୪

କାଳବେଳା - ଦିବା ୧୧.୩୯ ରୁ ୦୧.୦୦

ବାରବେଳା – ଦିବା ୧୦.୧୮ ରୁ ୧୧.୩୯

କାଳରାତ୍ରି – ରାତ୍ରି ୦୧.୧୮ ରୁ ୦୨.୫୭