Today Panchang 11th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି କରନ୍ତୁ ଗୃହ ଶାନ୍ତି ପୂଜା

ସୈାର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ମଙ୍ଗଳବାର । ଚନ୍ଦ୍ର – ବିଛା ଦିବା ୧୨.୫୭ ଗତେ ଧନୁ,ତିଥି – ୫ମୀ ପ୍ରାତଃ ୦୭.୧୮ ଗତେ ୬ଷ୍ଠୀ,ଘାତ ଚନ୍ଦ୍ର – ଦିବା ୧୨.୫୭ ଗତେ ତୁଳା , କୁମ୍ଭ। ଘାତ ବାର – ମକର,ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ।

ଶୁଭ ସମୟ:

ଦିବା ୦୮.୪୨ ରୁ ୧୦.୩୩

ଦିବା ୦୧.୦୨ ରୁ ୦୧.୨୦

ଦିବା ୦୪.୨୬ ରୁ ୦୫.୧୦

ସନ୍ଧ୍ୟା ୦୫.୫୯ ରୁ ୦୬.୪୬

ରାତ୍ରି ୦୯.୦୫ ରୁ ୧୧.୨୪

ରାତ୍ରି ୦୧.୪୩ ରୁ ୦୩.୧୬

ଅଧିକ ପଢ଼ନ୍ତୁ: ଶୋଇବା ଘରକୁ ଲାଗି ପାଇଖାନା ଥିଲେ କ’ଣ କରିବେ ପ୍ରତିକାର, ଜାଣନ୍ତୁ...

ଅଶୁଭ ସମୟ:

ଋାହୁକାଳ – ଦିବା ୦୨.୫୩ ରୁ ୦୪.୨୬

କାଳବେଳା – ଦିବା ୦୧.୨୦ ରୁ ୦୨.୫୩

ବାରବେଳା – ପ୍ରାତଃ ୦୭.୦୯ ରୁ ୦୮.୪୨

କାଳରାତ୍ରି – ସନ୍ଧ୍ୟା ୦୭.୨୬ ରୁ ୦୮.୫୩