Panchang
Advertisment
ସୈାର ସିଂହ ମାସ ଅଶ୍ୱିନ କୃଷ୍ଣପକ୍ଷ। ଇଂରାଜୀ ୧୦ ତାରିଖ ବୁଧବାର । ଚନ୍ଦ୍ର- ମୀନ ଦିବା ୦୪.୦୩ ଗତେ ମେଷ । ତିଥି – ୩ୟା ଦିବା ୦୩.୩୮ ଗତେ ୪ର୍ଥୀ । ଘାତଚନ୍ଦ୍ର – ଧନୁ ରାଶିର,ଦିବା ୦୪.୦୩ ଗତେ ମେଷ ରାଶିର । ଘାତବାର – କର୍କଟ ରାଶିର । ପୁଷ୍କର ଦୋଷ – ନାସ୍ତି ।
ଶୁଭ ସମୟ-
ପ୍ରାତଃ – ୦୫.୩୬ ରୁ ୦୭.୧୪
ଦିବା – ୧୦.୧୧ ରୁ ୧୧.୧୯
ଦିବା – ୦୧.୪୫ ରୁ ୦୫.୦୧
ସନ୍ଧ୍ୟା – ୦୬.୩୭ ରୁ ୧୦.୩୬
ରାତ୍ରି – ୦୧.୪୧ ରୁ ୦୨.୪୦
ରାତ୍ରି – ୦୪.୦୮ ରୁ ୦୫.୩୬
ଅଶୁଭ ସମୟ -
ରାହୁକାଳ - ଦିବା ୧୧.୪୩ ରୁ ୦୧.୧୫
କାଳବେଳା – ଦିବା ୦୮.୪୦ ରୁ ୧୦.୧୧
ବାରବେଳା- ଦିବା ୧୧.୪୩ ରୁ ୦୧.୧୫
କାଳରାତ୍ରି- ରାତ୍ରି ୦୨.୪୦ ରୁ ୦୪.୦୮
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)