Today Panchang 10th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଶୁକ୍ରବାର ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ୧୨ଶୀ ଦିବା ୧୨.୩୫ ଗତେ ୧୩ଶୀ । ଜାଣନ୍ତୁ ଆପଣଙ୍କର ଶୁଭ ସମୟ...

ଆଜିର ପଞ୍ଚାଙ୍ଗ

ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଶୁକ୍ରବାର ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ୧୨ଶୀ ଦିବା ୧୨.୩୫ ଗତେ ୧୩ଶୀ । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର । ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ୧ ପାଦ- ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୧୨.୩୫ ପର୍ଯ୍ୟନ୍ତ।

ଶୁଭ ସମୟ

ପ୍ରାତଃ- ୦୫.୫୫ରୁ ୦୬.୪୦

ପ୍ରାତଃ- ୦୭.୨୫ରୁ ୦୮.୪୩

ଦିବା- ୧୧.୫୨ରୁ ୦୨.୫୧

ଦିବା- ୦୩.୩୫ରୁ ୦୫.୦୫

ସନ୍ଧ୍ୟା- ୦୫.୫୬ରୁ ୦୮.୧୭

ରାତ୍ରି- ୧୧.୫୬ରୁ ୦୧.୩୯

ରାତ୍ରି- ୦୨.୩୦ରୁ ୦୪.୧୩

ଅଶୁଭ ସମୟ

ରାହୁକାଳ - ଦିବା ୧୦.୦୬ରୁ ୧୧.୩୦

କାଳବେଳା - ଦିବା ୧୦.୦୬ରୁ ୧୧.୩୦

ବାରବେଳା- ଦିବା ୦୮.୪୩ରୁ ୧୦.୦୬

କାଳରାତ୍ରି- ରାତ୍ରି ୦୮.୧୭ରୁ ୦୯.୫୪