Today Panchang 10th June 2023: ଜାଣନ୍ତୁ ଆଜିର ଋାହୁକାଳ, ଏହି ସମୟରେ ରୁହନ୍ତୁ ସତର୍କ...

ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଶନିବାର । ଚନ୍ଦ୍ର – କୁମ୍ଭ ଅହୋରାତ୍ର,ତିଥି – ୭ମୀ ଦିବା ୦୨.୦୨ ଗତେ ୮ମୀ,ଘାତ ଚନ୍ଦ୍ର – ମିଥୁନ, ମୀନ ଅହୋରାତ୍ର,ଘାତ ବାର – ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୨ପାଦ- କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୨.୦୨ ଗତେ ୧ ପାଦ

ଶୁଭ ସମୟ:

ଦିବା ୧୦.୦୭ ରୁ ୧୨.୧୨

ଦିବା ୦୩.୦୩ ରୁ ୦୩.୪୩

ରାତ୍ରି ୧୧.୨୪ ରୁ ୦୧.୩୪

ରାତ୍ରି ୦୩.୦୧ ରୁ ୦୩.୫୯

ଅଶୁଭ ସମୟ:

ଋାହୁକାଳ – ଦିବା ୦୮.୨୮ ରୁ ୧୦.୦୭

କାଳବେଳା – ପ୍ରାତଃ ୦୫.୧୦ ରୁ ୦୬.୪୯ ଓ ଦିବା ୦୪.୪୨ ରୁ ୦୬.୨୧

ବାରବେଳା – ଦିବା ୦୧.୨୪ ରୁ ୦୩.୦୩

କାଳରାତ୍ରି – ସନ୍ଧ୍ୟା ୦୬.୨୧ ରୁ ୦୭.୪୨ ଓ ରାତ୍ରି ୦୩.୪୯ ରୁ ୦୫.୧୦