/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୈାର ମିଥୁନ ମାସ ଆଷାଢ ଶୁକ୍ଳପକ୍ଷ । ଇଂରାଜୀରେ ୧୦ତାରିଖ ଗୁରୁବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ପୂର୍ଣ୍ଣିମା ରାତ୍ରି ୦୨.୦୬ ଗତେ ପ୍ରତିପଦ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ନାସ୍ତି ।
Advertisment
ଶୁଭ ସମୟ-
ପ୍ରାତଃ- ୦୫.୧୮ ରୁ ୦୬.୧୦
ଦିବା- ୦୯.୪୦ ରୁ ୧୧.୨୫
ସନ୍ଧ୍ୟା- ୦୭.୦୯ ରୁ ୦୯.୧୯
ରାତ୍ରି- ୦୧.୧୩ ରୁ ୦୨.୨୪
ରାତ୍ରି- ୦୩.୫୧ ରୁ ୦୫.୧୮
ଅଶୁଭ ସମୟ-
ରାହୁକାଳ- ଦିବା ୦୧.୩୦ ରୁ ୦୩.୦୮
କାଳବେଳା- ଦିବା ୦୩.୦୮ ରୁ ୦୪.୪୭
ବାରବେଳା- ଦିବା ୦୪.୪୭ ରୁ ୦୬.୨୫
କାଳରାତ୍ରି- ରାତ୍ରି ୧୧.୫୨ ରୁ ୦୧.୧୩
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)