ଅଦ୍ୟତନ ହୋଇଛି
Today Panchang
Advertisment
ସୈାର ମକର ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଶୁକ୍ରବାର। ଚନ୍ଦ୍ର – କନ୍ୟା ଅହୋରାତ୍ର,ତିଥି – ୪ର୍ଥୀ ପ୍ରାତଃ ୦୭.୫୮ ଗତେ ୫ମୀ,ଘାତ ଚନ୍ଦ୍ର – ବୃଷ ଅହୋରାତ୍ର,ଘାତ ବାର- ବିଛା , ଧନୁ ଓ ମୀନ ,ପୁଷ୍କର ଦୋଷ – ନାସ୍ତି ।
Advertisment
ଶୁଭ ସମୟ:
- ପ୍ରାତଃ ୦୬.୨୨ ରୁ ୦୭.୦୭
- ପ୍ରାତଃ ୦୭.୫୨ ରୁ ୦୯.୧୧
- ଦିବା ୧୧.୨୩ ରୁ ୦୨.୩୯
- ଦିବା ୦୪.୦୯ ରୁ ୦୫.୩୯
- ସନ୍ଧ୍ୟା ୦୭.୨୧ ରୁ ୦୮.୫୦
- ରାତ୍ରି ୦୨.୦୭ ରୁ ୦୪.୪୦
ଅଧିକ ପଢ଼ନ୍ତୁ: ଘରେ ମୃତ ବ୍ୟକ୍ତିଙ୍କ ଫଟୋ ଭୁଲ୍ ସ୍ଥାନରେ ରଖିଛନ୍ତି କି? ହୋଇପାରେ ଏମିତି ଅସୁବିଧା
Advertisment
ଅଶୁଭ ସମୟ:
- ଋାହୁକାଳ - ଦିବା ୧୦.୩୬ ରୁ ୧୨.୦୦
- କାଳବେଳା – ଦିବା ୧୦.୩୬ ରୁ ୧୨.୦୦
- ବାରବେଳା – ଦିବା ୦୯.୧୧ ରୁ ୧୦.୩୬
- କାଳରାତ୍ରି – ରାତ୍ରି ୦୮.୫୦ ରୁ ୧୦.୨୫
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676001407.jpg)