Today Panchang 10th Dec 2022: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଗୃହ ପ୍ରବେଶ କରନ୍ତୁ...

ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଶନିବାର । ଜାଣନ୍ତୁ, ଆଜି କେଉଁ ସମୟରେ ଶୁଭ କାମ ଆରମ୍ଭ କଲେ ଶୁଭ ଫଳ ପ୍ରାପ୍ତି ହୋଇପାରେ।

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୌର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଶନିବାର ଚନ୍ଦ୍ର – ମିଥୁନ ଅହୋରାତ୍ର ତିଥି- ୨ୟା ଦିବା ୦୧/୪୮ ଗତେ ୩ୟା ଘାତ ଚନ୍ଦ୍ର- କନ୍ୟା ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୨ପାଦ - କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୦୧/୪୮ ୧ପାଦ

ଶୁଭ ସମୟ-

ପ୍ରାତଃ ୦୭/୪୦ ରୁ ୦୮/୫୬

ଦିବା ୧୨/୦୦ ରୁ ୦୧/୦୦

ଦିବା ୦୨/୨୧ ରୁ ୦୨/୫୪

ରାତ୍ରି ୦୩/୩୭ ରୁ ୦୩/୪୩

ରାତ୍ରି ୦୨/୪୩ ରୁ ୦୩/୩୬

ଅଶୁଭ ସମୟ

ଋାହୁକାଳ - ଦିବା ୦୮/୫୬ ରୁ ୧୦/୧୭

କାଳବେଳା - ପ୍ରାତଃ ୦୬/୧୪ ରୁ ୦୭/୩୫

 ଦିବା ୦୩/୪୩ ରୁ ୦୫/୦୪ ବାରବେଳା

ଦିବା ୦୧/୦୦ ରୁ ୦୨/୨୧

କାଳରାତ୍ରି – ସନ୍ଧ୍ୟା ୦୫/୦୪ ରୁ ୦୬/୪୩