Panchang Today 9th December 2024: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ସୋମବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ସୋମବାର । ଚନ୍ଦ୍ର- କୁମ୍ଭ ଦିବା ୦୯.୧୪ ଗତେ ମୀନ,ତିଥି-୮ମୀ ଦିବା ୦୮.୦୩ ଗତେ ୯ମୀ ନିଶାନ୍ତ ୦୬.୦୨ ଗତେ ୧୦ମୀ,ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ଦିବା ୦୯.୧୪ ଗତେ ଧନୁ ରାଶିର,ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୨.୫୫ ପର୍ଯ୍ୟନ୍ତ

ଶୁଭ ସମୟ:

ପ୍ରାତଃ-୦୬.୧୩ ରୁ ୦୭.୩୫

ଦିବା-୦୯.୦୭ ରୁ ୧୧.୧୭

ରାତ୍ରି-୦୭.୪୨ ରୁ ୧୦.୦୦

ରାତ୍ରି- ୦୨.୪୩ ରୁ ୦୩.୩୬

ଅଶୁଭ ସମୟ:

ରାହୁକାଳ- ପ୍ରାତଃ ୦୭.୩୫ ରୁ ୦୮.୫୬

କାଳବେଳା- ପ୍ରାତଃ ୦୭.୩୫ ରୁ ୦୮.୫୬

ବାରବେଳା- ଦିବା ୦୨.୨୧ ରୁ ୦୩.୪୨

କାଳରାତ୍ରି- ରାତ୍ରି ୧୦.୦୦ ରୁ ୧୧.୩୯