Advertisment

Panchang Today 9th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୦୯ ତାରିଖ ବୁଧବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି- ୧୨ଶୀ ରାତ୍ରି ୧୦.୫୫ ଗତେ ୧୩ଶୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର- କର୍କଟ ରାଶିର ।

ଅଦ୍ୟତନ ହୋଇଛି
undefined

Panchang

Advertisment

ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୦୯ ତାରିଖ ବୁଧବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି- ୧୨ଶୀ ରାତ୍ରି ୧୦.୫୫ ଗତେ ୧୩ଶୀ
। ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୧୦.୫୫ ପର୍ଯ୍ୟନ୍ତ ।

Advertisment

ଶୁଭ ସମୟ-

ପ୍ରାତଃ- ୦୫.୩୭ ରୁ ୦୭.୧୬
ଦିବା- ୧୦.୧୫ ରୁ ୧୧.୨୩
ଦିବା- ୦୧.୫୨ ରୁ ୦୫.୦୯
ସନ୍ଧ୍ୟା- ୦୬.୪୫ ରୁ ୧୦.୩୮
ରାତ୍ରି- ୦୧.୪୪ ରୁ ୦୨.୪୨
ରାତ୍ରି- ୦୪.୦୯ ରୁ ୦୫.୩୬

ଅଶୁଭ ସମୟ-

ରାହୁକାଳ- ଦିବା ୧୧.୪୮ ରୁ ୦୧.୨୧
କାଳବେଳା- ଦିବା ୦୮.୪୨ ରୁ ୧୦.୧୫ 
ବାରବେଳା- ଦିବା ୧୧.୪୮ ରୁ ୦୧.୨୧
କାଳରାତ୍ରି- ରାତ୍ରି ୦୨.୪୨ ରୁ ୦୪.୦୯

Advertisment
Astrology Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ