Advertisment

Panchang Today 8th July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ନୂତନ ଜମି କ୍ରୟ କରନ୍ତୁ

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang Today 6th July 2023

Today Panchang

Advertisment

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ ଶନିବାର । ଚନ୍ଦ୍ର – କୁମ୍ଭ ଅହୋରାତ୍ର,ତିଥି –୬ଷ୍ଠୀ ରାତ୍ରି ୦୯.୫୧ ଗତେ ୭ମୀ,ଘାତ ଚନ୍ଦ୍ର – ମିଥୁନ, ମୀନ ଦିବା ୦୨.୫୮ ଗତେ ଧନୁ,ଘାତ ବାର – ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୨ ପାଦ - କୃଷି ଓ ବଂଶହାନି – ଭୂମି ଓ ତିଳକାଞନ ଦାନ, ରାତ୍ରି ୦୮.୩୬ ଗତେ ୧ ପାଦ ।

Advertisment

ଶୁଭ ସମୟ:

ଦିବା ୧୦.୧୩ ରୁ ୧୨.୧୭

ଦିବା ୦୩.୦୮ ରୁ ୦୩.୪୮

ରାତ୍ରି ୦୭.୪୭ ରୁ ୦୭.୫୨

ରାତ୍ରି ୧୧.୩୦ ରୁ ୦୧.୪୦

ରାତ୍ରି ୦୩.୦୭ ରୁ ୦୩.୫୬

ଅଶୁଭ ସମୟ:

ଋାହୁକାଳ – ଦିବା ୦୮.୩୪ ରୁ ୧୦.୧୩

କାଳବେଳା – ପ୍ରାତଃ ୦୫.୧୭ ରୁ ୦୬.୫୫ ଓ ଦିବା ୦୪.୪୭ ରୁ ୦୬.୨୫

ବାରବେଳା – ଦିବା ୦୧.୩୦ ରୁ ୦୩.୦୮

କାଳରାତ୍ରି – ସନ୍ଧ୍ୟା ୦୬.୨୫ ରୁ ୦୭.୪୭ ଓ ରାତ୍ରି ୦୩.୫୬ ରୁ ୦୫.୧୭

Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ