Panchang Today 8th December 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୮ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୮ ତାରିଖ ରବିବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର,ତିଥି-୭ମୀ ଦିବା ୦୯.୪୪ ଗତେ ୮ମୀ,ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର,ଘାତବାର- ମେଷ ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୯.୪୪ ଗତେ ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୪.୦୨ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।

ଶୁଭ ସମୟ:

ପ୍ରାତଃ-୦୬.୫୬ ରୁ ୦୯.୦୬

ଦିବା-୧୨.୫୯ ରୁ ୦୨.୫୩

ଦିବା-୦୩.୩୭ ରୁ ୦୩.୪୨

ରାତ୍ରି-୦୭.୪୧ ରୁ ୦୯.୨୭

ରାତ୍ରି-୧୨.୦୫ ରୁ ୦୧.୧୭

ରାତ୍ରି-୦୨.୫୬ ରୁ ୦୬.୧୩

ଅଶୁଭ ସମୟ:

ରାହୁକାଳ- ଦିବା ୦୩.୪୨ ରୁ ୦୫.୦୩

କାଳବେଳା- ଦିବା ୧୧.୩୮ ରୁ ୧୨.୫୯

ବାରବେଳା- ଦିବା ୧୦.୧୭ ରୁ ୧୧.୩୮

କାଳରାତ୍ରି- ରାତ୍ରି ୦୧.୧୭ ରୁ ୦୨.୫୬