Panchang Today 7th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୦୭ ତାରିଖ ମଙ୍ଗଳବାର ଚନ୍ଦ୍ର- ସିଂହ ଅହୋରାତ୍ର, ତିଥି- ୧୦ମୀ ଅହୋରାତ୍ର, ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର, ଘାତ ବାର – ମକର ରାଶିର, ପୁଷ୍କର ଦୋଷ – ୧ ପାଦ-କୃଷିହାନି-ଭୂମିଦାନ

ଆଜିର ପଞ୍ଚାଙ୍ଗ

ଶୁଭ ସମୟ 
ପ୍ରାତଃ – ୦୫.୫୪ ରୁ ୦୬.୩୯ 

ଦିବା – ୦୮.୪୨ ରୁ ୧୧.୦୭  
ସନ୍ଧ୍ୟା – ୦୫.୦୬ ରୁ ୦୬.୪୨    
ରାତ୍ରି – ୦୮.୧୮ ରୁ ୦୮.୩୧
ରାତ୍ରି – ୦୯.୨୨ ରୁ ୧୧.୫୬
ରାତ୍ରି – ୦୧.୩୮ ରୁ ୦୩.୨୧
ରାତ୍ରି – ୦୪.୧୨ ରୁ ୦୫.୫୪ 

ଅଶୁଭ ସମୟ

ଋାହୁକାଳ – ଦିବା ୦୨.୧୮ ରୁ ୦୩.୪୨  
କାଳବେଳା – ଦିବା ୧୨.୫୪ ରୁ ୦୨.୧୮
ବାରବେଳା –  ପ୍ରାତଃ ୦୭.୧୮ ରୁ ୦୮.୪୨
କାଳରାତ୍ରି – ସନ୍ଧ୍ୟା ୦୬.୪୨ ରୁ ୦୮.୧୮