/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୭ ତାରିଖ ଶୁକ୍ରବାର। ଚନ୍ଦ୍ର- ବୃଷ ଦିବା ୧୧.୪୬ ଗତେ ମିଥୁନ। ତିଥି- ୮ମୀ ଦିବା ୦୯.୧୮ ଗତେ ୯ମୀ। ଘାତଚନ୍ଦ୍ର- ବିଛା ରାଶିର, ଦିବା ୧୧.୪୬ ଗତେ କନ୍ୟା ରାଶିର। ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ନାସ୍ତି
Advertisment
ଶୁଭସମୟ଼
ପ୍ରାତଃ- ୦୬.୦୫ ରୁ ୦୬.୫୨
ପ୍ରାତଃ- ୦୭.୩୯ ରୁ ୦୯.୦୧
ଦିବା- ୧୨.୨୧ ରୁ ୦୨.୪୨
ଦିବା- ୦୪.୧୬ ରୁ ୦୫.୫୦
ସନ୍ଧ୍ୟା- ୦୭.୨୮ ରୁ ୦୮.୫୩
ରାତ୍ରି- ୦୧.୫୯ ରୁ ୦୪.୨୬
ଅଶୁଭସମୟ
ରାହୁକାଳ- ଦିବା ୧୦.୨୯ ରୁ ୧୧.୫୭
କାଳବେଳା- ଦିବା ୧୦.୨୯ ରୁ ୧୧.୫୭
ବାରବେଳା- ଦିବା ୦୯.୦୧ ରୁ ୧୦.୨୯
କାଳରାତ୍ରି- ରାତ୍ରି ୦୮.୫୩ ରୁ ୧୦.୨୫
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)