Advertisment

Panchang Today 7th June 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ବୃଷ ମାସ  ଜ୍ୟେଷ୍ଠ ଶୁକ୍ଳପକ୍ଷ। ଇଂରାଜୀ ୦୭ ତାରିଖ ଶନିବାର।ଚନ୍ଦ୍ର- ତୁଳା ଅହୋରାତ୍ର।।ତିଥି- ୧୨ଶୀ ଅହୋରାତ୍ର। ଘାତଚନ୍ଦ୍ର- ନାସ୍ତି।ୟଘାତବାର- ବୃଷ , ସିଂହ, କନ୍ୟା ରାଶିର।ପୁଷ୍କର ଦୋଷ- ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଅହୋରାତ୍ର।

author-image
Deepak Acharya
ଅଦ୍ୟତନ ହୋଇଛି
undefined

Panchang

ସୈାର ବୃଷ ମାସ  ଜ୍ୟେଷ୍ଠ ଶୁକ୍ଳପକ୍ଷ। ଇଂରାଜୀ ୦୭ ତାରିଖ ଶନିବାର।ଚନ୍ଦ୍ର- ତୁଳା ଅହୋରାତ୍ର।ତି ଥ- ୧୨ଶୀ ଅହୋରାତ୍ର। ଘାତଚନ୍ଦ୍ର- ନାସ୍ତି।ୟଘାତବାର- ବୃଷ , ସିଂହ, କନ୍ୟା ରାଶିର।ପୁଷ୍କର ଦୋଷ- ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଅହୋରାତ୍ର।

Advertisment

ଶୁଭ ସମୟ – 

ଦିବା – ୧୦.୦୬ ରୁ ୧୨.୧୧

ଦିବା – ୦୩.୦୩ ରୁ ୦୩.୪୨

ରାତ୍ରି – ୦୭.୪୧ ରୁ ୦୭.୪୭

ରାତ୍ରି- ୧୧.୨୩ ରୁ ୦୧.୩୪

ରାତ୍ରି – ୦୩.୦୦ ରୁ ୦୩.୪୯

ଅଶୁଭ ସମୟ-

ରାହୁକାଳ- ଦିବା ୦୮.୨୮ ରୁ ୧୦.୦୬

କାଳବେଳା- ପ୍ରାତଃ ୦୫.୧୦ ରୁ ୦୬.୪୯ ଓ ଦିବା ୦୪.୪୧ ରୁ ୦୬.୨୦

ବାରବେଳା- ଦିବା ୦୧.୨୪ ରୁ ୦୩.୦୩

କାଳରାତ୍ରି- ସନ୍ଧ୍ୟା ୦୬.୨୦ ରୁ ୦୭.୪୧ ଓ  ରାତ୍ରି ୦୩.୪୯ ରୁ ୦୫.୧୦

Astrology
Advertisment
Advertisment