Panchang Today 7th December 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ

ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ଶନିବାର। ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ଶନିବାର। ଚନ୍ଦ୍ର- କୁମ୍ଭ ଅହୋରାତ୍ର,ତିଥି-୬ଷ୍ଠୀ ଦିବା ୧୧.୦୬ ଗତେ ୭ମୀ ,ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର,ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୧୧.୦୬ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ

ଶୁଭ ସମୟ:

ପ୍ରାତଃ-୦୭.୩୯ ରୁ ୦୮.୫୫

ଦିବା-୧୧.୫୯ ରୁ ୧୨.୫୯

ଦିବା-୦୨.୨୦ ରୁ ୦୨.୫୩

ଦିବା-୦୨.୩୬ ରୁ ୦୩.୪୨

ରାତ୍ରି-୦୨.୪୨ ରୁ ୦୩.୩୫

ଅଶୁଭ ସମୟ:

ରାହୁକାଳ- ଦିବା ୦୮.୫୫ ରୁ ୧୦.୧୬

କାଳବେଳା- ପ୍ରାତଃ ୦୬.୧୨ ରୁ ୦୭.୩୪ ଓ ଦିବା ୦୩.୪୨ ରୁ ୦୫.୦୩

ବାରବେଳା- ଦିବା ୧୨.୫୯ ରୁ ୦୨.୨୦

କାଳରାତ୍ରି- ସନ୍ଧ୍ୟା ୦୫.୦୩ ରୁ ୦୬.୪୨ ଓ ନିଶାନ୍ତ ୦୪.୩୪ ରୁ ୦୬.୧୩