Advertisment

Panchang Today 7th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର ଶୁକ୍ଲପକ୍ଷ। ଇଂରାଜୀରେ ୦୭ ତାରିଖ ସୋମବାର। ଚନ୍ଦ୍ର- କର୍କଟ ଅହୋରାତ୍ର। ତିଥି- ୧୦ମୀ ରାତ୍ରି ୦୮.୦୦ ଗତେ ୧୧ଶୀ ଘାତଚନ୍ଦ୍ର- ନାସ୍ତି। ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ନାସ୍ତି।

ଅଦ୍ୟତନ ହୋଇଛି
undefined

Panchang

Advertisment

ମୀନ ମାସ ଚୈତ୍ର ଶୁକ୍ଲପକ୍ଷ। ଇଂରାଜୀରେ ୦୭ ତାରିଖ ସୋମବାର। ଚନ୍ଦ୍ର- କର୍କଟ ଅହୋରାତ୍ର। ତିଥି- ୧୦ମୀ ରାତ୍ରି ୦୮.୦୦ ଗତେ ୧୧ଶୀ ଘାତଚନ୍ଦ୍ର- ନାସ୍ତି। ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ନାସ୍ତି।

Advertisment

ଶୁଭସମୟ-

ପ୍ରାତଃ- ୦୫.୩୮ ରୁ ୦୭.୧୧

ଦିବା- ୧୦.୩୪ ରୁ ୦୧.୦୨

ଦିବା- ୦୪.୨୬ ରୁ ୦୫.୦୯

ସନ୍ଧ୍ୟା- ୦୬.୪୫ ରୁ ୦୯.୦୫

ରାତ୍ରି- ୧୧.୪୮ ରୁ ୦୨.୩୧

ଅଶୁଭସମୟ-

ରାହୁକାଳ- ପ୍ରାତଃ ୦୭.୧୧ ରୁ ୦୮.୪୩

କାଳବେଳା- ପ୍ରାତଃ ୦୭.୧୧ ରୁ ୦୮.୪୩

ବାରବେଳା- ଦିବା ୦୨.୫୩ ରୁ ୦୪.୨୬

କାଳରାତ୍ରି- ରାତ୍ରି ୧୦.୨୧ ରୁ ୧୧.୪୮

Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ