Advertisment

Panchang Today 6th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୦୬ ତାରିଖ ସୋମବାର । ଚନ୍ଦ୍ର- କର୍କଟ ଦିବା ୦୧.୨୨ ଗତେ ସିଂହ । ଜାଣନ୍ତୁ କେଉଁ ସମୟ ଆପଣଙ୍କ ପାଇଁ ଶୁଭ...

ଅଦ୍ୟତନ ହୋଇଛି
Panchang Today 6th Nov 2023

Panchang Today

Advertisment

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୦୬ ତାରିଖ ସୋମବାର । ଚନ୍ଦ୍ର- କର୍କଟ ଦିବା ୦୧.୨୨ ଗତେ ସିଂହ । ତିଥି- ୯ମୀ ନିଶାନ୍ତ ୦୫.୫୧ ଗତେ ୧୦ମୀ । ଘାତ ଚନ୍ଦ୍ର- ଦିବା ୦୧.୨୨ ଗତେ କର୍କଟ ଓ ମକର ରାଶିର ଘାତ ବାର- ମିଥୁନ ରାଶିର । ପୁଷ୍କର ଦୋଷ- ନାସ୍ତି ।

Advertisment

ଶୁଭ ସମୟ

ପ୍ରାତଃ- ୦୫.୫୩ରୁ ୦୭.୧୭

ଦିବା- ୦୮.୫୩ରୁ ୧୧.୦୭

ରାତ୍ରି- ୦୭.୪୦ରୁ ୦୯.୫୪

ରାତ୍ରି- ୦୨.୨୯ରୁ ୦୩.୨୦

ଅଶୁଭ ସମୟ

ଋାହୁକାଳ- ପ୍ରାତଃ ୦୭.୧୭ରୁ ୦୮.୪୧

କାଳବେଳା- ପ୍ରାତଃ ୦୭.୧୭ରୁ ୦୮.୪୧

ବାରବେଳା- ଦିବା ୦୨.୧୮ରୁ ୦୩.୪୨

କାଳରାତ୍ରି- ରାତ୍ରି ୦୯.୫୪ରୁ ୧୧.୩୦

Astrology
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ