Panchang Today 6th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ ..

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୬ ତାରିଖ ସୋମବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Panchang

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୬ ତାରିଖ ସୋମବାର । ଚନ୍ଦ୍ର- ମୀନ ଅହୋରାତ୍ର,ତିଥି- ୭ମୀ ସନ୍ଧ୍ୟା ୦୬.୨୩ ଗତେ ୮ ମୀ,ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର,ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ସନ୍ଧ୍ୟା ୦୬.୨୩ ପର୍ଯ୍ୟନ୍ତ

ଶୁଭସମୟ:

ପ୍ରାତଃ– ୦୬.୨୬ ରୁ ୦୭.୪୮

ଦିବା- ୦୯.୨୦ ରୁ ୧୧.୩୦

ରାତ୍ରି- ୦୭.୫୬ ରୁ ୧୦.୧୪

ରାତ୍ରି- ୦୨.୫୬ ରୁ ୦୩.୪୯

ଅଶୁଭସମୟ:

ରାହୁକାଳ- ପ୍ରାତଃ ୦୭.୪୮ ରୁ ୦୯.୦୯

କାଳବେଳା- ପ୍ରାତଃ ୦୭.୪୮ ରୁ ୦୯.୦୯

ବାରବେଳା- ଦିବା ୦୨.୩୫ ରୁ ୦୩.୫୬

କାଳରାତ୍ରି- ରାତ୍ରି ୧୦.୧୪ ରୁ ୧୧.୫୨