Panchang today 6th Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ  ତାରିଖ ୦୬ ଶନିବାର । ଚନ୍ଦ୍ର- ତୁଳା ଅହୋରାତ୍ର, ତିଥି- ୧୦ମୀ ରାତ୍ରି ୧୨.୪୨ ଗତେ ୧୧ଶୀ, ଘାତଚନ୍ଦ୍ର- ନାସ୍ତି, ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୯.୨୨ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ

Panchanga

ଶୁଭ ସମୟ:

ପ୍ରାତଃ- ୦୭.୫୩ ରୁ ୦୯.୦୯

ଦିବା- ୧୨.୧୩ ରୁ ୦୧.୧୩

ଦିବା- ୦୨.୩୫ ରୁ ୦୩.୦୭

ଦିବା- ୦୩.୫୧ ରୁ ୦୩.୫୬

ରାତ୍ରି- ୦୨.୫୬ ରୁ ୦୩.୪୮

ଅଶୁଭ ସମୟ:

ରାହୁକାଳ - ଦିବା ୦୯.୦୯ ରୁ ୧୦.୩୦

କାଳବେଳା- ପ୍ରାତଃ ୦୬.୨୬ ରୁ ୦୭.୪୭ ଓ ଦିବା ୦୩.୫୬ ରୁ ୦୫.୧୭

ବାରବେଳା- ଦିବା ୦୧.୧୩ ରୁ ୦୨.୩୫

କାଳରାତ୍ରି- ସନ୍ଧ୍ୟା ୦୫.୧୭ ରୁ ୦୬.୫୬ ଓ ନିଶାନ୍ତ ୦୪.୪୮ ରୁ ୦୬.୨୬