Panchang
ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ଶୁକ୍ରବାର। ଚନ୍ଦ୍ର- ମକର ନିଶାନ୍ତ ୦୫.୦୬ ଗତେ କୁମ୍ଭ,ତିଥି-୫ମୀ ଦିବା ୧୨.୦୮ ଗତେ ୬ଷ୍ଠୀ,ଘାତଚନ୍ଦ୍ର- ସିଂହ ରାଶିର , ନିଶାନ୍ତ ୦୫.୦୬ ଗତେ ମିଥୁନ ଓ ମୀନ ରାଶିର,ଘାତବାର- ବିଛା, ଧନୁ ଓ ମୀନ ରାଶିର,ପୁଷ୍କର ଦୋଷ- ନାସ୍ତି
ଶୁଭ ସମୟ:
ପ୍ରାତଃ-୦୬.୧୨ ରୁ ୦୬.୫୫
ପ୍ରାତଃ- ୦୭.୩୮ ରୁ ୦୮.୫୪
ଦିବା-୧୧.୫୯ ରୁ ୦୨.୫୩
ଦିବା-୦୩.୩୬ ରୁ ୦୫.୦୩
ସନ୍ଧ୍ୟା-୦୫.୫୬ ରୁ ୦୮.୨୦
ରାତ୍ରି-୧୨.୦୪ ରୁ ୦୧.୪୯
ରାତ୍ରି-୦୨.୪୨ ରୁ ୦୪.୨୭
ଅଶୁଭ ସମୟ:
ରାହୁକାଳ- ଦିବା ୧୦.୧୬ ରୁ ୧୧.୩୭
କାଳବେଳା- ଦିବା ୧୦.୧୬ ରୁ ୧୧.୩୭
ବାରବେଳା- ଦିବା ୦୮.୫୪ ରୁ ୧୦.୧୬
କାଳରାତ୍ରି- ରାତ୍ରି ୦୮.୨୦ ରୁ ୦୯.୫୯
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1733452492.jpg)