Panchang Today 6th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ମଙ୍ଗଳବାର। ଚନ୍ଦ୍ର- ସିଂହ ଅହୋରାତ୍ର। ତିଥି- ୨ୟା ରାତ୍ରି ୦୭.୫୨ ଗତେ ୩ ୟା । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର। ଘାତବାର- ମକର ରାଶିର । ପୁଷ୍କର ଦୋଷ- ୨ ପାଦ କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୭.୫୨ ଗତେ ୧ ପାଦ କୃଷିହାନି-ଭୂମିଦାନ।

Panchanga

ଶୁଭ ସମୟ 

ଦିବା- ୦୮.୪୦ ରୁ ୧୦.୩୫
ଦିବା- ୦୧.୦୯ ରୁ ୦୧.୨୮ 
ଦିବା- ୦୪.୪୦ ରୁ ୦୫.୨୫
ସନ୍ଧ୍ୟା- ୦୬.୧୬ ରୁ ୦୭.୦୧
ରାତ୍ରି- ୦୯.୧୫ ରୁ ୧୧.୩୦
ରାତ୍ରି- ୦୧.୪୪ ରୁ ୦୩.୧୩

ଅଧିକ ପଢ଼ନ୍ତୁ: Vastu Tips: ଶୋଇବା ଘରେ ରଖନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ ବୈବାହିକ ଜୀବନରେ ଫାଟ

ଅଶୁଭ ସମୟ 
ରାହୁକାଳ- ଦିବା ୦୩.୦୪ ରୁ ୦୪.୪୦
କାଳବେଳା- ଦିବା ୦୧.୨୮ ରୁ ୦୩.୦୪
ବାରବେଳା- ପ୍ରାତଃ ୦୭.୦୪ ରୁ ୦୮.୪୦
କାଳରାତ୍ରି- ରାତ୍ରି ୦୭.୪୦ ରୁ ୦୯.୦୪