Advertisment

Panchang Today 5th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୫ ତାରିଖ ଗୁରୁବାର ।

ଅଦ୍ୟତନ ହୋଇଛି
undefined

Today Panchang

Advertisment

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୫ ତାରିଖ ଗୁରୁବାର । ଚନ୍ଦ୍ର –ବୃଷ ପ୍ରାତଃ ୦୬.୫୯ ଗତେ ମିଥୁନ । ତିଥି- ୭ ମୀ ଅହୋରାତ୍ର । ଘାତ ଚନ୍ଦ୍ର- ବିଛା ରାଶିର, ପ୍ରାତଃ ୦୬.୫୯ ଗତେ କନ୍ୟା । ଘାତ ବାର- ତୁଳା ଓ କୁମ୍ଭ । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ- ଅନ୍ନ ଦାନ ।

Advertisment

ଶୁଭ ସମୟ

ପ୍ରାତଃ- ୦୫.୪୧ ରୁ ୦୭.୧୬

ସନ୍ଧ୍ୟା- ୦୬.୧୭ ରୁ ୦୯.୩୨

ରାତ୍ରି- ୦୧.୦୬ ରୁ ୦୩.୧୫

ରାତ୍ରି- ୦୪.୦୪ ରୁ ୦୫.୪୨

ଅଧିକ ପଢ଼ନ୍ତୁ: ଅନେକ ଲୋକ ବାସ୍ତୁଶାସ୍ତ୍ର ନ ମାନି ଘର କରିଥିଲେ ବି ସୁଖରେ ରୁହନ୍ତି; କାହିଁକି…

ଅଶୁଭ ସମୟ

ରାହୁକାଳ - ଦିବା ୦୧.୦୩ ରୁ ୦୨.୩୧

କାଳ ବେଳା - ଦିବା ୦୨.୩୧ ରୁ ୦୪.୦୦

ବାର ବେଳା- ଦିବା ୦୪.୦୦ ରୁ ୦୫.୨୮

କାଳରାତ୍ରି –ରାତ୍ରି ୧୧.୩୫ ରୁ ୦୧.୦୬

Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ