Panchang Today 4th October 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ଶୁକ୍ରବାର। ଚନ୍ଦ୍ର- ତୁଳା ଅହୋରାତ୍ର। ତିଥି- ୨ୟା ନିଶାନ୍ତ ୦୫.୩୧ ଗତେ ୩ୟା । ଘାତଚନ୍ଦ୍ର- ନାସ୍ତି । ଘାତବାର- ବିଛା , ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ନିଶାନ୍ତ ୦୫.୩୧ ପର୍ଯ୍ୟନ୍ତ।

Panchang

ଶୁଭ ସମୟ-

ପ୍ରାତଃ- ୦୫.୪୧ ରୁ ୦୬.୨୮

ପ୍ରାତଃ- ୦୭.୧୬ ରୁ ୦୮.୩୮

ଦିବା - ୧୧.୫୮ ରୁ ୦୩.୦୭

ଦିବା - ୦୩.୫୪ ରୁ ୦୫.୨୮

ସନ୍ଧ୍ୟା- ୦୬.୧୭ ରୁ ୦୮.୩୧

ରାତ୍ରି- ୧୧.୫୯ ରୁ ୦୧.୩୭

ରାତ୍ରି- ୦୨.୨୬ ରୁ ୦୪.୦୪

ଅଧିକ ପଢ଼ନ୍ତୁ: Vastu Tips: ଶୋଇବା ଘରେ ରଖନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ ବୈବାହିକ ଜୀବନରେ ଫାଟ

ଅଶୁଭ ସମୟ-

ରାହୁକାଳ- ଦିବା ୧୦.୦୬ ରୁ ୧୧.୩୫

କାଳବେଳା- ଦିବା ୧୦.୦୬ ରୁ ୧୧.୩୫

ବାରବେଳା- ଦିବା ୦୮.୩୮ ରୁ ୧୦.୦୬

କାଳରାତ୍ରି- ରାତ୍ରି ୦୮.୩୮ ରୁ ୧୦.୦୩