Advertisment

Panchang Today 4th June 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ବୃଷ ମାସ  ଜ୍ୟେଷ୍ଠ ଶୁକ୍ଳପକ୍ଷ। ଇଂରାଜୀ ୦୪ ତାରିଖ ବୁଧବାର । ଚନ୍ଦ୍ର- ସିଂହ ପ୍ରାତଃ ୦୭.୩୫ ଗତେ କନ୍ୟା। ତିଥି- ୯ମୀ ରାତ୍ରି ୧୧.୫୪ ଗତେ ୧୦ମୀ।ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ପ୍ରାତଃ ୦୭.୩୫ ଗତେ ବୃଷ ରାଶିର। ଘାତବାର- କର୍କଟ ରାଶିର।

ଅଦ୍ୟତନ ହୋଇଛି
undefined

Panchang

Advertisment

ସୈାର ବୃଷ ମାସ  ଜ୍ୟେଷ୍ଠ ଶୁକ୍ଳପକ୍ଷ। ଇଂରାଜୀ ୦୪ ତାରିଖ ବୁଧବାର । ଚନ୍ଦ୍ର- ସିଂହ ପ୍ରାତଃ ୦୭.୩୫ ଗତେ କନ୍ୟା। ତିଥି- ୯ମୀ ରାତ୍ରି ୧୧.୫୪ ଗତେ ୧୦ମୀ।ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ପ୍ରାତଃ ୦୭.୩୫ ଗତେ ବୃଷ ରାଶିର। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ- ୧ ପାଦ- କୁଟୁମ୍ବହାନି - ତିଳକାଞ୍ଚନ ଦାନ ରାତ୍ରି ୦୩.୩୫ ପର୍ଯ୍ୟନ୍ତ।

Advertisment

ଶୁଭ ସମୟ – 

ପ୍ରାତଃ- ୦୭.୪୮ ରୁ ୦୮.୨୭

ଦିବା- ୧୦.୦୬ ରୁ ୧୧.୧୮

ଦିବା – ୦୧.୫୬ ରୁ ୦୫.୨୬

ସନ୍ଧ୍ୟା – ୦୬.୧୯ ରୁ ୦୯.୫୬

ରାତ୍ରି- ୧୨.୦୬ ରୁ ୦୧.୩୩

ଅଶୁଭ ସମୟ

ରାହୁକାଳ- ଦିବା ୧୧.୪୫ ରୁ ୦୧.୨୩

କାଳବେଳା- ଦିବା ୦୮.୨୭ ରୁ ୧୦.୦୬

ବାରବେଳା- ଦିବା ୧୧.୪୫ ରୁ ୦୧.୨୩

କାଳରାତ୍ରି- ରାତ୍ରି ୦୨.୨୭ ରୁ ୦୩.୪୯

Horoscope Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ