Panchang Today 4th July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରୁ ବାହାରନ୍ତୁ

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ ମଙ୍ଗଳବାର । ଚନ୍ଦ୍ର – ଧନୁ ଅହୋରାତ୍ର, ତିଥି – ପ୍ରତିପଦ ଦିବା ୦୧.୩୮ ଗତେ ୨ୟା, ଘାତ ଚନ୍ଦ୍ର – ତୁଳା ଓ କୁମ୍ଭ ଦିବା ୦୧.୪୩ ଗତେ ସିଂହ, ଘାତ ବାର – ମକର, ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ଦିବା ୦୮.୨୪ ଗତେ ୨ ପାଦ

Panchang

ଶୁଭ ସମୟ:

ପ୍ରାତଃ ୦୫.୧୫ ରୁ ୦୬.୫୪ 

ଦିବା ୦୯.୩୯ ରୁ ୧୨.୧୭

ଦିବା ୦୪.୪୭ ରୁ ୦୫.୩୩

ସନ୍ଧ୍ୟା ୦୬.୨୬ ରୁ ୦୭.୦୯

ରାତ୍ରି ୦୯.୦୮ ରୁ ୧୦.୦୨

ରାତ୍ରି ୧୨.୧୨ ରୁ ୦୨.୨୨

ଅଧିକ ପଢ଼ନ୍ତୁ: ଘରେ ଜୀବଜନ୍ତୁ ବାସ କରୁଛନ୍ତି କି; ଜାଣନ୍ତୁ କ’ଣ ହୁଏ ସମସ୍ୟା

ଅଶୁଭ ସମୟ:

ଋାହୁକାଳ – ଦିବା ୦୩.୦୮ ରୁ ୦୪.୪୭

କାଳବେଳା – ଦିବା ୦୧.୨୯ ରୁ ୦୩.୦୮

ବାରବେଳା – ପ୍ରାତଃ ୦୬.୫୪ ରୁ ୦୮.୩୩

କାଳରାତ୍ରି – ରାତ୍ରି ୦୭.୪୭ ରୁ ୦୯.୦୮