Advertisment

Panchang Today 4th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର ଶୁକ୍ଲପକ୍ଷ। ଇଂରାଜୀରେ ୦୪ ତାରିଖ ଶୁକ୍ରବାର। ଚନ୍ଦ୍ର- ମିଥୁନ ଅହୋରାତ୍ର। ତିଥି- ୭ମୀ ରାତ୍ରି ୦୮.୧୩ ଗତେ ୮ମୀ।ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର। ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୮.୧୩ ପର୍ଯ୍ୟନ୍ତ।

ଅଦ୍ୟତନ ହୋଇଛି
undefined

Panchang

Advertisment

ମୀନ ମାସ ଚୈତ୍ର ଶୁକ୍ଲପକ୍ଷ। ଇଂରାଜୀରେ ୦୪ ତାରିଖ ଶୁକ୍ରବାର। ଚନ୍ଦ୍ର- ମିଥୁନ ଅହୋରାତ୍ର। ତିଥି- ୭ମୀ ରାତ୍ରି ୦୮.୧୩ ଗତେ ୮ମୀ।ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର। ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୮.୧୩ ପର୍ଯ୍ୟନ୍ତ। ତା’ପରେ ନିଶାନ୍ତ ୦୫.୨୦ ଗତେ ପୁନର୍ବସୁ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।

Advertisment

ଶୁଭସମୟ-

ପ୍ରାତଃ- ୦୫.୪୧ ରୁ ୦୬.୩୦

ପ୍ରାତଃ- ୦୭.୧୯ ରୁ ୦୮.୪୫

ଦିବା- ୧୨.୧୪ ରୁ ୦୨.୪୧

ଦିବା- ୦୪.୧୯ ରୁ ୦୫.୫୮

ରାତ୍ରି- ୦୭.୩୧ ରୁ ୦୮.୫୩

ରାତ୍ରି- ୦୧.୪୬ ରୁ ୦୪.୦୬

ଅଶୁଭସମୟ-

ରାହୁକାଳ- ଦିବା ୧୦.୧୭ ରୁ ୧୧.୪୯

କାଳବେଳା- ଦିବା ୧୦.୧୭ ରୁ ୧୧.୪୯  

ବାରବେଳା- ଦିବା ୦୮.୪୫ ରୁ ୧୦.୧୭

କାଳରାତ୍ରି- ରାତ୍ରି ୦୮.୫୩ ରୁ ୧୦.୨୧

Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ