Panchang today 3rd Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ଧନୁମାସ  ପୌଷ କୃଷ୍ଣପକ୍ଷ । ଇଂରାଜୀରେ  ତାରିଖ ୦୩ ବୁଧବାର । ଚନ୍ଦ୍ର- କନ୍ୟା ଅହୋରାତ୍ର, ତିଥି- ୭ମୀ ରାତ୍ରି ୦୭.୪୮ ଗତେ ୮ମୀ, ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର, ଘାତବାର- କର୍କଟ ରାଶିର, ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ  ତିଳକାଞ୍ଚନ ଦାନ ଦିବା ୦୨.୪୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୭.୪୮ ପର୍ଯ୍ୟନ୍ତ

Panchanga

ଶୁଭ ସମୟ:

ପ୍ରାତଃ- ୦୬.୨୫ ରୁ ୦୮.୩୫ 

ଦିବା- ୧୦.୪୫ ରୁ ୧୧.୫୦

ଦିବା- ୦୧.୩୯ ରୁ ୦୩.୪୯

ସନ୍ଧ୍ୟା- ୦୬.୦୮ ରୁ ୦୭.୦୧

ରାତ୍ରି- ୦୮.୪୬ ରୁ ୦୩.୦୮

ନିଶାନ୍ତ- ୦୪.୪୭ ରୁ ୦୬.୨୫

ଅଶୁଭ ସମୟ:

ରାହୁକାଳ - ଦିବା ୧୧.୫୦ ରୁ ୦୧.୧୨

କାଳବେଳା-  ଦିବା ୦୯.୦୮ ରୁ ୧୦.୨୯

ବାରବେଳା- ଦିବା ୧୧.୫୦ ରୁ ୦୧.୧୨

କାଳରାତ୍ରି- ରାତ୍ରି ୦୩.୦୮ ରୁ ୦୪.୪୭