ସୈାର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୦୩ ତାରିଖ ଶନିବାର। ଚନ୍ଦ୍ର- ତୁଳା ରାତ୍ରି ୦୧.୦୨ ଗତେ ବିଛା, ତିଥି- ୮ମୀ ସନ୍ଧ୍ୟା ୦୫.୨୧ ଗତେ ୯ମୀ ଘାତଚନ୍ଦ୍ର- ନାସ୍ତି, ଘାତବାର- ବୃଷ,ସିଂହ ଓ କନ୍ୟା ରାଶିର, ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ
Also Read
ଶୁଭ ସମୟ:
ଦିବା-୧୦.୩୬ ରୁ ୦୧.୦୭
ରାତ୍ରି-୦୮.୦୯ ରୁ ୧୦.୪୩
ରାତ୍ରି-୧୨.୨୫ ରୁ ୦୨.୦୮
ରାତ୍ରି-୦୨.୫୯ ରୁ ୦୪.୪୨
ଅଶୁଭ ସମୟ:
ରାହୁକାଳ- ଦିବା ୦୯.୧୨ ରୁ ୧୦.୩୬
କାଳବେଳା- ପ୍ରାତଃ ୦୬.୨୫ ରୁ ୦୭.୪୮ ଓ ଦିବା ୦୪.୧୧ ରୁ ୦୫.୩୫
ବାରବେଳା- ଦିବା ୦୧.୨୪ ରୁ ୦୨.୪୮
କାଳରାତ୍ରି- ସନ୍ଧ୍ୟା ୦୫.୩୫ ରୁ ୦୭.୧୧ ଓ ନିଶାନ୍ତ ୦୪.୪୮ ରୁ ୦୬.୨୪