Panchang
Advertisment
ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ଗୁରୁବାର । ଚନ୍ଦ୍ର- ବୃଷ ସନ୍ଧ୍ୟା ୦୬.୨୨ ଗତେ ମିଥୁନ । ତିଥି- ୬ଷ୍ଠୀ ରାତ୍ରି ୦୯.୪୧ ଗତେ ୭ମୀ । ଘାତଚନ୍ଦ୍ର- ବିଛା ରାଶିର, ସନ୍ଧ୍ୟା ୦୬.୨୨ ଗତେ କନ୍ୟା ରାଶିର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ରାତ୍ରି ୦୯.୪୧ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।
Advertisment
ଶୁଭ ସମୟ-
ପ୍ରାତଃ- ୦୫.୪୨ ରୁ ୦୭.୨୦
ଦିବା- ୧୦.୩୬ ରୁ ୦୧.୦୩
ରାତ୍ରି- ୦୨.୩୩ ରୁ ୦୩.୨୦
ଅଶୁଭ ସମୟ-
ରାହୁକାଳ- ଦିବା ୦୧.୨୨ ରୁ ୦୨.୫୩
କାଳବେଳା- ଦିବା ୦୨.୫୩ ରୁ ୦୪.୨୩
ବାରବେଳା- ଦିବା ୦୪.୨୫ ରୁ ୦୫.୫୭
କାଳରାତ୍ରି- ରାତ୍ରି ୧୧.୪୯ ରୁ ୦୧.୧୭
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)