Panchang
Advertisment
ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ସୋମବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି- ୨ୟା ଦିବା ୦୯.୧୧ ଗତେ ୩ୟା ନିଶାନ୍ତ ୦୫.୪୨ ଗତେ ୪ର୍ଥୀ । ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁ ସମ୍ପଦ ନାଶ-ଅନ୍ନ ଦାନ ଦିବା ୦୯.୧୧ ।
Advertisment
ଶୁଭ ସମୟ-
ପ୍ରାତଃ- ୦୫.୪୪ ରୁ ୦୭.୧୬
ଦିବା- ୧୦.୩୭ ରୁ ୦୧.୦୪
ଦିବା- ୦୪.୨୫ ରୁ ୦୫.୦୮
ସନ୍ଧ୍ୟା- ୦୬.୪୪ ରୁ ୦୯.୦୫
ରାତ୍ରି- ୧୧.୫୦ ରୁ ୦୨.୩୫
ଅଶୁଭ ସମୟ-
ରାହୁକାଳ- ପ୍ରାତଃ ୦୭.୧୬ ରୁ ୦୮.୪୭
କାଳବେଳା- ପ୍ରାତଃ ୦୭.୧୬ ରୁ ୦୮.୪୭
ବାରବେଳା- ଦିବା ୦୨.୫୩ ରୁ ୦୪.୨୫
କାଳରାତ୍ରି- ରାତ୍ରି ୧୦.୨୨ ରୁ ୧୧.୫୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)