ଅଦ୍ୟତନ ହୋଇଛି
Today Panchang
Advertisment
ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ସୋମବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ୧୩ ଶୀ ପ୍ରାତଃ ୦୭.୨୭ ଗତେ ୧୪ଶୀ । ଘାତ ଚନ୍ଦ୍ର- ତୁଳା, କୁମ୍ଭ ରାତ୍ରି ୧୨.୧୫ ଗତେ ସିଂହ । ଘାତ ବାର- ମିଥୁନ । ପୁଷ୍କର ଦୋଷ- ସନ୍ଧ୍ୟା ୦୬.୫୮ ଗତେ ୧ ପାଦ- କୁଟୁମ୍ବହାନୀ- ତିଳକାଞ୍ଜନ ଦାନ
Advertisment
ଶୁଭ ସମୟ
ପ୍ରାତଃ ୦୫.୨୫ରୁ ୦୭.୦୨
ଦିବା ୧୦.୩୫ରୁ ୦୧.୧୦
ଦିବା ୦୪.୪୩ରୁ ୦୫.୨୮
ସନ୍ଧ୍ୟା ୦୭.୦୪ରୁ ୦୯.୧୭
ରାତ୍ରି ୧୨.୧୫ରୁ ୦୧.୧୬
ରାତ୍ରି ୧୧.୫୩ରୁ ୦୨.୨୮
ଅଧିକ ପଢ଼ନ୍ତୁ: କେଉଁ କାରଣରୁ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ?
ଅଶୁଭ ସମୟ
ରାହୁକାଳ- ପ୍ରାତଃ ୦୭.୦୨ ରୁ ୦୮.୩୯
କାଳବେଳା- ପ୍ରାତଃ ୦୭.୦୨ ରୁ ୦୮.୩୯
ବାରବେଳା- ଦିବା ୦୩.୦୬ ରୁ ୦୪.୪୩
କାଳରାତ୍ରି- ରାତ୍ରି ୧୦.୨୯ ରୁ ୧୧.୫୩
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690777483.jpg)