ବୃଷ ମାସ ଜ୍ୟେଷ୍ଠ ଶୁକ୍ଳପକ୍ଷ । ଇଂରାଜୀରେ ୩୦ତାରିଖ ଶୁକ୍ରବାର । ଚନ୍ଦ୍ର- ମିଥୁନ ଦିବା ୦୩.୪୩ ଗତେ କର୍କଟ । ତିଥୀ- ୪ର୍ଥୀ ରାତ୍ରି ୦୯.୨୩ ଗତେ ୫ମୀ । ଘାତଚନ୍ଦ୍ର- କନ୍ୟା ରାଶିର ଦିବା ୦୩.୪୩ ପର୍ଯ୍ୟନ୍ତ । ଘାତବାର-ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୯.୩୦ ପର୍ଯ୍ୟନ୍ତ ।
ଶୁଭ ସମୟ-
ପ୍ରାତଃ-୦୬.୦୩ ରୁ ୦୬.୫୫
ସନ୍ଧ୍ୟା-୦୬.୧୭ ରୁ ୦୮.୨୮
ରାତ୍ରି-୧୨.୪୯ ରୁ ୦୩.୦୦
ରାତ୍ରି-୦୩.୪୩ ରୁ ୦୫.୧୧
ଅଶୁଭ ସମୟ-
ରାହୁକାଳ- ଦିବା ୧୦.୦୫ ରୁ ୧୧.୪୪
କାଳବେଳା-ଦିବା ୧୦.୦୫ ରୁ ୧୧.୪୪
ବାରବେଳା- ଦିବା ୦୮.୨୭ ରୁ ୧୦.୦୫
କାଳରାତ୍ରି-ରାତ୍ରି ୦୯.୦୦ ରୁ ୧୦.୨୨