Panchang Today 30th June 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଆପଣଙ୍କ ଶୁଭ ଓ ଅଶୁଭ ସମୟ...

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ଶୁକ୍ରବାର । ଚନ୍ଦ୍ର – ତୁଳା ଦିବା ୧୦.୨୮ ଗତେ ବିଛା     । ତିଥି- ୧୨ଶୀ ରାତ୍ରି ୦୧.୧୭ ଗତେ ୧୩ଶୀ । ଘାତ ଚନ୍ଦ୍ର – ନାସ୍ତି । ଘାତ ବାର – ବିଛା, ଧନୁ ଓ ମୀନ । ପୁଷ୍କର ଦୋଷ – ୨ ପାଦ ପଶୁ ଓ ବଂଶହାନୀ- ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୪.୦୯ । 

ଶୁଭ ସମୟ

ପ୍ରାତଃ ୦୬.୦୭ରୁ ୦୭.୦୦

ଦିବା ୧୨.୧୬ରୁ ୦୨.୫୪

ସନ୍ଧ୍ୟା ୦୬.୨୫ରୁ ୦୮.୩୫

ରାତ୍ରି ୧୨.୫୫ରୁ ୦୩.୦୫

ରାତ୍ରି ୦୩.୪୮ରୁ ୦୫.୧୫

ଅଶୁଭ ସମୟ

ଋାହୁକାଳ- ଦିବା ୧୦.୧୧ରୁ ୧୧.୫୦

କାଳବେଳା- ଦିବା ୧୦.୧୧ରୁ ୧୧.୫୦

ବାରବେଳା-ଦିବା ୦୮.୩୨ରୁ ୧୦.୧୧

କାଳରାତ୍ରି- ରାତ୍ରି ୦୯.୦୮ରୁ ୧୦.୨୯