Panchang Today 30th December 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ ..

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ସୋମବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Panchang

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ସୋମବାର । ଚନ୍ଦ୍ର- ଧନୁ ଅହୋରାତ୍ର,ତିଥି-ଅମାବାସ୍ୟା ରାତ୍ରି ୦୩.୫୬ ଗତେ ପ୍ରତିପଦ,ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ,ପୁଷ୍କର ଦୋଷ- ନାସ୍ତି ।

ଶୁଭସମୟ:

ପ୍ରାତଃ–୦୬.୨୪ ରୁ ୦୭.୪୫

ଦିବା- ୦୯.୨୭ ରୁ ୧୧.୨୭

ରାତ୍ରି- ୦୭.୫୨ ରୁ ୧୦.୧୦

ରାତ୍ରି- ୦୨.୫୪ ରୁ ୦୩.୪୬

ଅଶୁଭସମୟ:

ରାହୁକାଳ- ପ୍ରାତଃ ୦୭.୪୫ ରୁ ୦୯.୦୬

କାଳବେଳା- ପ୍ରାତଃ ୦୭.୪୫ ରୁ ୦୯.୦୬

ବାରବେଳା-ଦିବା ୦୨.୩୧ ରୁ ୦୩.୫୨

କାଳରାତ୍ରି- ରାତ୍ରି ୧୦.୧୦ ରୁ ୧୧.୪୯