Panchang Today 2nd October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୨ ତାରିଖ ସୋମବାର । ଚନ୍ଦ୍ର –ମେଷ ରାତ୍ରି ୧୨.୧୬ ଗତେ ବୃଷ, ତିଥି- ୩ୟା ପ୍ରାତଃ ୦୭.୩୬ ଗତେ ୪ର୍ଥୀ, ଘାତ ଚନ୍ଦ୍ର- ମେଷ ରାଶିର, ରାତ୍ରି ୧୨.୧୬ ଗତେ ବିଛା ରାଶିର, ଘାତ ବାର- ମିଥୁନ, ପୁଷ୍କର ଦୋଷ- ସନ୍ଧ୍ୟା ୦୬.୨୪ ଗତେ  ୧ ପାଦ କୁତୁମ୍ବହାନି- ତିଳକାଞ୍ଚନ ଦାନ

Today Panchang,

ଶୁଭ ସମୟ:

ପ୍ରାତଃ- ୦୫.୪୧ ରୁ ୦୭.୦୯

ଦିବା- ୦୮.୫୦ ରୁ ୧୧.୧୨
ରାତ୍ରି- ୦୭.୫୭ ରୁ ୧୦.୦୪
ରାତ୍ରି- ୦୨.୨୬ ରୁ  ୦୩.୧୫

ଅଶୁଭ ସମୟ:

ରାହୁକାଳ - ପ୍ରାତଃ ୦୭.୦୯ ରୁ ୦୮.୩୮
କାଳ ବେଳା-ପ୍ରାତଃ ୦୭.୦୯ ରୁ ୦୮.୩୮
ବାର ବେଳା- ଦିବା ୦୨.୩୩ ରୁ ୦୪.୦୨
କାଳରାତ୍ରି –ରାତ୍ରି ୧୦.୦୪ ରୁ ୧୧.୩୬