Panchang
Advertisment
ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ବୁଧବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି- ୫ମୀ ରାତ୍ରି ୧୧.୫୦ ଗତେ ୬ଷ୍ଠୀ । ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୮.୫୦ ପର୍ଯ୍ୟନ୍ତ ।
Advertisment
ଶୁଭ ସମୟ-
ପ୍ରାତଃ- ୦୫.୪୩ ରୁ ୦୭.୨୧
ଦିବା- ୧୦.୧୮ ରୁ ୧୧.୨୫
ଦିବା- ୦୧.୫୨ ରୁ ୦୫.୦୮
ସନ୍ଧ୍ୟା- ୦୬.୪୪ ରୁ ୧୦.୩୯
ରାତ୍ରି- ୦୧.୪୭ ରୁ ୦୨.୪୬
ରାତ୍ରି- ୦୪.୧୪ ରୁ ୦୫.୪୨
ଅଶୁଭ ସମୟ-
ରାହୁକାଳ- ଦିବା ୧୧.୫୦ ରୁ ୦୧.୨୨
କାଳବେଳା- ଦିବା ୦୮.୪୬ ରୁ ୧୦.୧୮
ବାରବେଳା- ଦିବା ୧୧.୫୦ ରୁ ୦୧.୨୨
କାଳରାତ୍ରି- ରାତ୍ରି ୦୨.୪୬ ରୁ ୦୪.୧୪
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang__1741748449.jpg)