Panchanga
Advertisment
ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ଶନିବାର ।
ଚନ୍ଦ୍ର- ମୀନ ଅହୋରାତ୍ର
ତିଥି- ଅମାବାସ୍ୟା ଦିନ ୦୪.୨୭ ଗତେ ପ୍ରତିପଦ
ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର
ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର
ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ
ଶୁଭସମୟ-
ଦିବା- ୧୦.୨୦ ରୁ ୦୧.୦୪
ରାତ୍ରି- ୦୮.୧୮ ରୁ ୧୦.୪୦
ରାତ୍ରି- ୧୨.୧୪ ରୁ ୦୧.୪୯
ରାତ୍ରି- ୦୨.୩୬ ରୁ ୦୪.୧୧
ଅଶୁଭସମୟ-
ରାହୁକାଳ- ଦିବା ୦୮.୪୯ ରୁ ୧୦.୨୦
କାଳବେଳା- ପ୍ରାତଃ ୦୫.୪୬ ରୁ ୦୭.୧୭
ଦିବା ୦୪.୨୫ ରୁ ୦୫.୫୬
ବାରବେଳା- ଦିବା ୦୧.୨୨ ରୁ ୦୨.୫୪
କାଳରାତ୍ରି- ସନ୍ଧ୍ୟା ୦୫.୫୬ ରୁ ୦୭.୨୫
ରାତ୍ରି ୦୪.୧୭ ରୁ ୦୫.୪୫
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchanga_1730944682.jpg)