Panchang Today 29th June 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ନୂତନ ଜମି କ୍ରୟ କରନ୍ତୁ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଗୁରୁବାର । ଚନ୍ଦ୍ର – ତୁଳା ଅହୋରାତ୍ର,ତିଥି – ୧୧ଶୀ ରାତ୍ରି ୦୨.୪୨ ଗତେ ୧୨ଶୀ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ତୁଳା, କୁମ୍ଭ,ପୁଷ୍କର ଦୋଷ – ଦିବା ୦୪.୨୯ ଗତେ କୁଟୁମ୍ଭହାନି-ତିଳକାଞନ ଦାନ ରାତ୍ରି ୦୨.୪୨ ଗତେ ୨ ପାଦ

ଶୁଭ ସମୟ:

ପ୍ରାତଃ ୦୫.୧୪ ରୁ ୦୬.୦୭

ଦିବା ୦୯.୩୮ ରୁ ୧୧.୨୩

ସନ୍ଧ୍ୟା ୦୭.୦୮ ରୁ ୦୯.୧୮

ରାତ୍ରି ୦୧.୧୧ ରୁ ୦୨.୨୧

ରାତ୍ରି ୦୩.୪୮ ରୁ ୦୫.୧୪

ଅଧିକ ପଢ଼ନ୍ତୁ: ଘରେ ଜୀବଜନ୍ତୁ ବାସ କରୁଛନ୍ତି କି; ଜାଣନ୍ତୁ କ’ଣ ହୁଏ ସମସ୍ୟା

ଅଶୁଭ ସମୟ:

ଋାହୁକାଳ – ଦିବା ୦୧.୨୮ ରୁ ୦୩.୦୭

କାଳବେଳା – ଦିବା ୦୩.୦୭ ରୁ ୦୪.୪୬

ବାରବେଳା – ଦିବା ୦୪.୪୬ ରୁ ୦୬.୨୫

କାଳରାତ୍ରି – ରାତ୍ରି ୧୧.୫୦ ରୁ ୦୧.୧୧