Advertisment

Panchang Today 29th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ମଙ୍ଗଳବାର। ଚନ୍ଦ୍ର- ବୃଷ ଅହୋରାତ୍ର। ତିଥି- ୨ୟା ସନ୍ଧ୍ୟା ୦୬.୪୭ ଗତେ ୩ୟା ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର।

undefined

Panchang

Advertisment

ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ମଙ୍ଗଳବାର। ଚନ୍ଦ୍ର- ବୃଷ ଅହୋରାତ୍ର। ତିଥି- ୨ୟା ସନ୍ଧ୍ୟା ୦୬.୪୭ ଗତେ ୩ୟା ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର। ଘାତବାର- ମକର ରାଶିର। ପୁଷ୍କରଦୋଷ- ୩-ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୫.୩୧ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୬.୪୭ ଗତେ ୧ ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ଦିବା- ୦୮.୩୩ ରୁ ୧୦.୨୭
ଦିବା- ୦୧.୦୦ ରୁ ୦୧.୧୯
ଦିବା-୦୪.୩୦ ରୁ ୦୫.୧୪
ସନ୍ଧ୍ୟା- ୦୬.୦୫ ରୁ ୦୬.୫୦
ରାତ୍ରି-୦୯.୦୫ ରୁ ୧୧.୨୧
ରାତ୍ରି-୦୧.୩୬ ରୁ ୦୩.୦୬
ଅଶୁଭ ସମୟ-
ରାହୁକାଳ- ଦିବା ୦୨.୫୪ ରୁ ୦୪.୩୦
କାଳବେଳା- ଦିବା ୦୧.୧୯ ରୁ ୦୨.୫୪
ବାରବେଳା- ପ୍ରାତଃ ୦୬.୫୮ ରୁ ୦୮.୩୩
କାଳରାତ୍ରି- ରାତ୍ରି ୦୭.୩୦ ରୁ ୦୮.୫୪

Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ