Panchang Today 28th October 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ସୋମବାର । ଚନ୍ଦ୍ର- ସିଂହ ରାତ୍ରି ୧୦.୧୦ ଗତେ କନ୍ୟା । ତିଥି- ୧୧ଶୀ (ମଳ) ପ୍ରାତଃ ୦୭.୫୧ ଗତେ ୧୨ଶୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର , ରାତ୍ରି ୧୦.୧୦ ଗତେ ବୃଷ ରାଶିର ।

Panchang

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ସୋମବାର ।ଚନ୍ଦ୍ର- ସିଂହ ରାତ୍ରି ୧୦.୧୦ ଗତେ କନ୍ୟା । ତିଥି- ୧୧ଶୀ (ମଳ) ପ୍ରାତଃ ୦୭.୫୧ ଗତେ ୧୨ଶୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର , ରାତ୍ରି ୧୦.୧୦ ଗତେ ବୃଷ ରାଶିର । ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ- ପ୍ରାତଃ– ୦୭.୫୧ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।

ଶୁଭ ସମୟ-

ପ୍ରାତଃ– ୦୫.୪୯ ରୁ ୦୭.୧୪

ଦିବା– ୦୮.୫୧ ରୁ ୧୧.୦୭

ରାତ୍ରି- ୦୭.୪୨ ରୁ ୦୯.୫୫

ରାତ୍ରି- ୦୨.୨୭ ରୁ ୦୩.୧୮

ଅଶୁଭ ସମୟ-

ରାହୁକାଳ- ପ୍ରାତଃ ୦୭.୧୪ ରୁ ୦୮.୪୦

କାଳବେଳା-ପ୍ରାତଃ ୦୭.୧୪ ରୁ ୦୮.୪୦

ବାରବେଳା- ଦିବା ୦୨.୨୦ ରୁ ୦୩.୪୫

କାଳରାତ୍ରି-ରାତ୍ରି ୦୯.୫୫ ରୁ ୧୧.୩୦