Panchang Today 28th July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ଓ ଅଶୁଭ ସମୟ

ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ଶୁକ୍ରବାର । ଚନ୍ଦ୍ର- ତୁଳା ସନ୍ଧ୍ୟା ୦୭.୦୭ ଗତେ ବିଛା । ତିଥି- ୧୦ମୀ ଦିବା ୦୨.୫୧ ଗତେ ୧୧ଶୀ । ଆଜି ଆପଣ କୌଣସି ଶୁଭ କାର୍ଯ୍ୟ କରିବାକୁ ଯାଉଛନ୍ତି କି ? ଜାଣିନିଅନ୍ତୁ ସମୟ....

Panchang Today

ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ଶୁକ୍ରବାର । ଚନ୍ଦ୍ର- ତୁଳା ସନ୍ଧ୍ୟା ୦୭.୦୭ ଗତେ ବିଛା । ତିଥି- ୧୦ମୀ ଦିବା ୦୨.୫୧ ଗତେ ୧୧ଶୀ । ଘାତ ଚନ୍ଦ୍ର- ନାସ୍ତି । ଘାତ ବାର- ବିଛା, ଧନୁ ଓ ମୀନ । ପୁଷ୍କର ଦୋଷ- ନାସ୍ତି ।

ଶୁଭ ସମୟ

ପ୍ରାତଃ ୦୫.୨୪ରୁ ୦୬.୧୬

ପ୍ରାତଃ ୦୭.୦୮ରୁ ୦୮.୩୮

ଦିବା ୧୨.୧୯ରୁ ୦୨.୫୪

ରାତ୍ରି ୦୪.୩୮ରୁ ୦୬.୨୧

ରାତ୍ରି ୦୭.୫୦ରୁ ୦୯.୦୭

ରାତ୍ରି ୦୧.୪୩ରୁ ୦୩.୫୬

ଅଧିକ ପଢ଼ନ୍ତୁ: ଗୋଟିଏ କୋଠରୀରେ ଦୁଇରୁ ଅଧିକ ଝରକା ଆଣିଥାଏ ବଡ ସମସ୍ୟା

ଅଶୁଭ ସମୟ

ଋାହୁକାଳ- ଦିବା ୧୦.୧୫ରୁ ୧୧.୫୩

କାଳବେଳା- ଦିବା ୧୦.୧୫ରୁ ୧୧.୫୩

ବାରବେଳା- ଦିବା ୦୮.୩୮ରୁ ୧୦.୧୫

କାଳରାତ୍ରି- ରାତ୍ରି ୦୯.୦୭ରୁ ୧୦.୩୦