ଅଦ୍ୟତନ ହୋଇଛି
Panchang
Advertisment
ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର ଚନ୍ଦ୍ର-ଧନୁ ଦିବା ୦୪.୦୪ ଗତେ ମକର ତିଥି-୪ର୍ଥୀ ଦିବା ୦୪.୫୩ ଗତେ ୫ମୀ
ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ଦିବା ୦୪.୦୪ ଗତେ ସିଂହ ରାଶିର ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ଦିବା ୧୦.୧୩ ଗତେ ୧ ପାଦ-କୁଟୁମ୍ବହାନି ତିଳକାଞ୍ଚନ ଦାନ
Advertisment
ଶୁଭ ସମୟ
ଦିବା- ୦୮.୪୦ ରୁ ୧୦.୨୫
ରାତ୍ରି- ୦୯.୧୧ ରୁ ୧୦.୨୧
ରାତ୍ରି-୧୧.୪୩ ରୁ ୧୨.୦୫
ରାତ୍ରି-୦୧.୩୩ ରୁ ୦୩.୦୦, ୦୩.୪୪ ରୁ ୦୪.୨୭
ଅଧିକ ପଢ଼ନ୍ତୁ: ଗୃହର ଏହି ଦିଗକୁ ଜଳ ନିଷ୍କାସିତ ହେଉଛି କି… ଗୃହକୁ ଆସିବ ମହା ସଂକଟ
ଅଶୁଭ ସମୟ
ରାହୁକାଳ- ପ୍ରାତଃ ୦୬.୪୯ ରୁ ୦୮.୨୭
କାଳବେଳା- ପ୍ରାତଃ ୦୬.୪୯ ରୁ ୦୮.୨୭
ବାରବେଳା- ଦିବା ୦୩.୦୦ ରୁ ୦୪.୩୮
କାଳରାତ୍ରି- ରାତ୍ରି ୧୦.୨୧ ରୁ ୧୧.୪୩
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1716775215.jpg)