Panchang Today 27th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ପ୍ରତିପଦ ଅହୋରାତ୍ର । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ।ଜାଣନ୍ତୁ ଆପଣଙ୍କ ପାଇଁ କେଉଁ ସମୟ ଶୁଭ କେଉଁ ସମୟ ଅଶୁଭ...

ଆଜିର ପଞ୍ଚାଙ୍ଗ

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ପ୍ରତିପଦ ଅହୋରାତ୍ର । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ରାତ୍ରି ୧୧.୨୯ ଗତେ ୧ ପାଦ-କୁଟୁମ୍ବହାନୀ-ତିଳକାଞ୍ଚନ ଦାନ ।

ଶୁଭ ସମୟ

ପ୍ରାତଃ- ୦୬.୨୩ରୁ ୦୮.୩୨

ଦିବା- ୧୦.୪୨ରୁ ୧୧.୪୭

ଦିବା- ୦୧.୩୫ରୁ ୦୩.୪୫

ସନ୍ଧ୍ୟା- ୦୬.୦୪ରୁ ୦୬.୫୭

ରାତ୍ରି- ୦୮.୪୨ରୁ ୦୩.୦୫

ନିଶାନ୍ତ- ୦୪.୪୪ରୁ ୦୬.୨୩

ଅଶୁଭ ସମୟ

ରାହୁକାଳ- ଦିବା ୧୧.୪୭ରୁ ୦୧.୦୮

କାଳବେଳା- ଦିବା ୦୯.୦୫ରୁ ୧୦.୨୬

ବାରବେଳା- ଦିବା ୧୧.୪୭ରୁ ୦୧.୦୮

କାଳରାତ୍ରି- ରାତ୍ରି ୦୩.୦୫ରୁ ୦୪.୪୪