Astrospeak
  • Live TV
  • Read In English

Panchang Today 26th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ବୁଧବାର । ଚନ୍ଦ୍ର- ମକର ଦିବା ୦୩.୧୩ ଗତେ କୁମ୍ଭ । ତିଥି- ୧୨ଶୀ ରାତ୍ରି ୦୧.୪୩ ଗତେ ୧୩ଶୀ । ଘାତଚନ୍ଦ୍ର- ସିଂହ ରାଶିର, ଦିବା ୦୩.୧୩ ଗତେ ମିଥୁନ ଓ ମୀନ ରାଶିର । ଘାତବାର- କର୍କଟ ରାଶିର ।

Panchang
Panchang

ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ବୁଧବାର । ଚନ୍ଦ୍ର- ମକର ଦିବା ୦୩.୧୩ ଗତେ କୁମ୍ଭ । ତିଥି- ୧୨ଶୀ ରାତ୍ରି ୦୧.୪୩ ଗତେ ୧୩ଶୀ । ଘାତଚନ୍ଦ୍ର- ସିଂହ ରାଶିର, ଦିବା ୦୩.୧୩ ଗତେ ମିଥୁନ ଓ ମୀନ ରାଶିର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୧.୪୩ ପର୍ଯ୍ୟନ୍ତ ।

ଶୁଭ ସମୟ-

ପ୍ରାତଃ- ୦୫.୪୯ ରୁ ୦୭.୨୬

ଦିବା- ୧୦.୨୧ ରୁ ୧୧.୨୮
ଦିବା- ୦୧.୫୩ ରୁ ୦୫.୦୭
ସନ୍ଧ୍ୟା- ୦୬.୪୩ ରୁ ୧୦.୪୦
ରାତ୍ରି- ୦୧.୫୦ ରୁ ୦୨.୫୦
ରାତ୍ରି- ୦୪.୧୯ ରୁ ୦୫.୪୮

ଅଶୁଭ ସମୟ-

ରାହୁକାଳ- ଦିବା ୧୧.୫୨ ରୁ ୦୧.୨୩
କାଳବେଳା- ଦିବା ୦୮.୫୦ ରୁ ୧୦.୨୧
ବାରବେଳା- ଦିବା ୧୧.୫୨ ରୁ ୦୧.୨୩
କାଳରାତ୍ରି- ରାତ୍ରି ୦୨.୫୦ ରୁ ୦୪.୧୯