Panchang Today 26th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ଧନୁ ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୬ ତାରିଖ ମଙ୍ଗଳବାର ଚନ୍ଦ୍ର- ବୃଷ ଦିବା ୦୯.୫୭ ଗତେ ମିଥୁନ ତିଥି- ପୂର୍ଣ୍ଣିମା ନିଶାନ୍ତ ୦୬.୦୩ ଗତେ ପ୍ରତିପଦ

Panchanga

ସୌର ଧନୁ ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୬ ତାରିଖ ମଙ୍ଗଳବାର ଚନ୍ଦ୍ର- ବୃଷ ଦିବା ୦୯.୫୭ ଗତେ ମିଥୁନ ତିଥି- ପୂର୍ଣ୍ଣିମା ନିଶାନ୍ତ ୦୬.୦୩ ଗତେ ପ୍ରତିପଦ ଘାତଚନ୍ଦ୍ର- ବିଛା ରାଶିର, ଦିବା ୦୯.୫୭ ଗତେ କନ୍ୟା ରାଶିର ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

ଶୁଭ ସମୟ
ପ୍ରାତଃ- ୦୬.୨୨ ରୁ ୦୭.୦୫
ଦିବା- ୦୯.୦୪ ରୁ ୧୧.୨୫
ସନ୍ଧ୍ୟା- ୦୫.୧୧ ରୁ ୦୬.୫୦
ରାତ୍ରି- ୦୮.୨୯ ରୁ ୦୮.୪୨
ରାତ୍ରି- ୦୯.୩୫ ରୁ ୧୨.୧୩
ରାତ୍ରି- ୦୧.୫୯ ରୁ ୦୩.୪୪
ନିଶାନ୍ତ- ୦୪.୩୭ ରୁ ୦୬.୨୩
ଅଶୁଭ ସମୟ
ରାହୁକାଳ - ଦିବା ୦୨.୨୯ ରୁ ୦୩.୫୦
କାଳବେଳା- ଦିବା ୦୧.୦୮ ରୁ ୦୨.୨୯                                                                                                            
ବାରବେଳା- ପ୍ରାତଃ ୦୭.୪୩ ରୁ ୦୯.୦୪
କାଳରାତ୍ରି- ସନ୍ଧ୍ୟା ୦୬.୫୦ ରୁ ୦୮.୨୯