Advertisment

Panchang Today 26th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ସୋମବାର । ଚନ୍ଦ୍ର- ବୃଷ ଅହୋରାତ୍ର ତିଥି- ୮ମୀ ରାତ୍ରି ୦୨.୨୦ ଗତେ ୯ମୀ

Panchang Today 28th August 2024

Panchang

Advertisment

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ସୋମବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି- ୮ମୀ ରାତ୍ରି ୦୨.୨୦ ଗତେ ୯ମୀ । ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନଦାନ ଦିବା ୦୩.୫୫ ପର୍ଯ୍ୟନ୍ତ ।
ଶୁଭସମୟ-
ପ୍ରାତଃ- ୦୫.୩୩ ରୁ ୦୭.୦୭
ଦିବା- ୧୦.୩୩ ରୁ ୦୧.୦୩
ଦିବା- ୦୪.୨୯ ରୁ ୦୫.୧୩
ସନ୍ଧ୍ୟା- ୦୬.୪୯ ରୁ ୦୯.୦୭
ରାତ୍ରି- ୧୧.୪୮ ରୁ ୦୨.୨୯
ଅଶୁଭସମୟ- 
ରାହୁକାଳ- ପ୍ରାତଃ ୦୭.୦୭ ରୁ ୦୮.୪୦
କାଳବେଳା- ପ୍ରାତଃ ୦୭.୦୭ ରୁ ୦୮.୪୦
ବାରବେଳା-ଦିବା ୦୨.୫୫ ରୁ ୦୪.୨୯
କାଳରାତ୍ରି- ରାତ୍ରି ୧୦.୨୨ ରୁ ୧୧.୪୮

Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ