ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଶନିବାର। ଚନ୍ଦ୍ର- ମୀନ ରାତ୍ରି ୦୩.୩୮ ଗତେ ମେଷ। ତିଥି- ୧୩ଶୀ ଦିବା ୦୮.୨୭ ଗତେ ୧୪ଶୀ।ଘାତଚନ୍ଦ୍ର- ଧନୁ ରାଶିର, ରାତ୍ରି ୦୩.୩୮ ଗତେ ମେଷ ରାଶିର। ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ।
ଶୁଭସମୟ-
ଦିବା- ୧୦.୦୯ ରୁ ୦୧.୦୦
ରାତ୍ରି- ୦୮.୨୦ ରୁ ୧୦.୩୬
ରାତ୍ରି- ୧୨.୦୬ ରୁ ୦୧.୩୭
ରାତ୍ରି- ୦୨.୨୨ ରୁ ୦୩.୫୩
ଅଶୁଭସମୟ-
ରାହୁକାଳ- ଦିବା ୦୮.୩୪ ରୁ ୧୦.୦୯
କାଳବେଳା- ପ୍ରାତଃ ୦୫.୨୪ ରୁ ୦୬.୫୯
ଦିବା ୦୪.୨୯ ରୁ ୦୬.୦୪
ବାରବେଳା- ଦିବା ୦୧.୧୯ ରୁ ୦୨.୫୪
କାଳରାତ୍ରି- ସନ୍ଧ୍ୟା ୦୬.୦୪ ରୁ ୦୭.୨୯
ରାତ୍ରି ୦୩.୫୯ ରୁ ୦୫.୨୩