Today Panchang
ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୫ ତାରିଖ ସୋମବାର । ଚନ୍ଦ୍ର – ମକର ଅହୋରାତ୍ର, ତିଥି- ୧୦ମୀ ପ୍ରାତଃ ୦୭.୫୬ ଗତେ ୧୧ଶୀ ନିଶାନ୍ତ ୦୫.୦୧ ଗତେ ୧୨ଶୀ, ଘାତ ଚନ୍ଦ୍ର - ସିଂହ ରାଶିର ଅହୋରାତ୍ର, ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ – ୧ ପାଦ କୃଷିହାନି- ତିଳକାଞ୍ଚନ ଦାନ ଦିବା ୧୧.୫୩ ପର୍ଯ୍ୟନ୍ତ, ନିଶାନ୍ତ ୦୫.୦୧ ଗତେ ୧ ପାଦ ପଶୁସମ୍ପଦ ନାଶ- ଅନ୍ନଦାନ
ଶୁଭ ସମୟ:
ପ୍ରାତଃ- ୦୫.୩୯ ରୁ ୦୭.୦୯
ଦିବା- ୦୮.୫୦ ରୁ ୧୧.୧୪
ଦିବା -୦୪.୦୨ ରୁ ୦୪.୦୮
ରାତ୍ରି- ୦୮.୦୧ ରୁ ୧୦.୦୮
ରାତ୍ରି- ୦୨.୨୭ ରୁ ୦୩.୧୫
ଅଶୁଭ ସମୟ:
ରାହୁକାଳ - ପ୍ରାତଃ ୦୭.୦୯ ରୁ ୦୮.୩୮
କାଳ ବେଳା -ପ୍ରାତଃ ୦୭.୦୯ ରୁ ୦୮.୩୮
ବାର ବେଳା –ଦିବା ୦୨.୩୭ ରୁ ୦୪.୦୭
କାଳରାତ୍ରି –ରାତ୍ରି ୧୦.୦୮ ରୁ ୧୧.୩୮
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695098984.jpg)