Panchang Today 25th June 2023: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ ମୁହୂର୍ତ୍ତ କରନ୍ତୁ ଗୃହଶାନ୍ତି ପୂଜା

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର । ଯଦି ଆପଣ ଆଜିର ଦିନରେ କିଛି ଶୁଭ କାର୍ଯ୍ୟ କରିବାକୁ ଯାଉଛନ୍ତି, ତେବେ ଜାଣିନିଅନ୍ତୁ ଶୁଭ-ଅଶୁଭ ସମୟ ।

Panchang

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର । ଚନ୍ଦ୍ର- ସିଂହ ଦିବା ୦୪.୫୧ ଗତେ କନ୍ୟା । ତିଥି- ୭ମୀ ରାତ୍ରି ୧୨.୨୫ ଗତେ ୮ମୀ । ଘାତ ଚନ୍ଦ୍ର – କର୍କଟ, ମକର ଦିବା ୦୪.୫୧ ଗତେ ବୃଷ । ଘାତ ବାର- ମେଷ । ପୁଷ୍କର ଦୋଷ- ୨ ପାଦ । କୃଷି ଓ ପଶୁହାନି- ଭୂମି- ଅନ୍ନଦାନ ଦିବା ୧୦.୧୦ ଗତେ ୩ ପାଦ ।

 

ଶୁଭ ସମୟ

ପ୍ରାତଃ- ୦୬.୫୯ରୁ ୦୯.୩୭

ଦିବା- ୦୧.୨୮ରୁ ୦୨.୫୩

ଦିବା- ୦୪.୩୯ରୁ ୦୪.୪୬

ରାତ୍ରି- ୦୬.୨୫ରୁ ୦୭.୫୧

ରାତ୍ରି- ୧୦.୪୪ରୁ ୧୨.୫୪

ଅଶୁଭ ସମୟ

ଋାହୁକାଳ- ଦିବା ୦୪.୪୬ରୁ ୦୬.୨୫

କାଳବେଳା- ଦିବା ୧୧.୪୯ରୁ ୦୧.୨୮

ବାରବେଳା- ଦିବା ୧୦.୧୦ରୁ ୧୧.୪୯

କାଳରାତ୍ରି- ରାତ୍ରି ୦୧.୧୦ରୁ ୦୨.୩୧